Viral Video: କାହା ପ୍ରେମରେ ପଡିଲେ ସିରିୟଲ ଅଭିନେତ୍ରୀ ଚିକି ? ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଭିଡିଓ

Narmada Behera Wed, 09 Oct 2024-1:04 pm,

Viral Video: ଓଡିଆ ସିରିୟଲ ଅଭିନେତ୍ରୀ ଚିକି ଓରଫ୍ ନେହା ନାଗେଶ୍ବରୀ। ଏକାଧିକ ମେଗା ଧାରାବାହିକ ଓ ଆଲବମ୍ ରେ କାମ କରିଛନ୍ତି।  'ତୋରି ପାଇଁ...ତୋ ପାଇଁ' ମେଗା ଧାରାବାହିକରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ତେବେ, ଏହାରି ଭିତରେ ତାଙ୍କର ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ.....  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link