Actress Jhilli Dance: `ଲେ ଲେ ଲେ ବଉଲ` ଗୀତରେ ଝିଲ୍ଲିଙ୍କ ଜବରଦସ୍ତ ଡ୍ୟାନ୍ସ, ଦେଖିଛନ୍ତି କି ଏହି ଭିଡିଓ

ରଶ୍ମିତା ସାହୁ Sat, 16 Sep 2023-3:19 pm,

ଜୀ ସାର୍ଥକ ର ସବୁଠାରୁ ପପୁଲାର ସୋ ଝିଲ୍ଲିର ମୁଖ୍ୟ ଅଭିନେତ୍ରୀ ଝିଲ୍ଲି ଏବେ ବେଶ ଚର୍ଚ୍ଚାରେ । ସିରିଏଲରେ ନିଜ ଅଭିନୟର ଯାଦୁ ଦେଖାଇଥିବା ଝିଲ୍ଲିଙ୍କ ଏକ ଗୀତ ଏବେ ବେଶ ଭାଇରାଲ ହୋଇଛି। ସମ୍ବଲପୁରୀ ଗୀତ ଲେ ଲେ ଲେ ବୋଉଲୋ ଗୀତରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି ଅଭିନେତ୍ରୀ ଝିଲ୍ଲି। ଏହି ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଆପଣ ବି ଦେଖନ୍ତୁ ଏହି ଭିଡିଓ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link