Mamta Nanda Video: ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ ମମତା ନନ୍ଦ, ଭିଡିଓ ଭାଇରାଲ

Rashmita Sahoo Mon, 07 Oct 2024-5:39 pm,

Mamta Nanda Video: ଅଭିନେତାରୁ ନେତା ପାଲଟିଥିବା ମନୋଜ ମିଶ୍ର ଗତ କିଛି ମାସ ତଳେ ବିବାହ କରିଥିଲେ। ସିରିଏଲ ଅଭିନେତ୍ରୀ ମମତା ନନ୍ଦଙ୍କୁ ବିବାହ ପରେ ଉଭୟେ ଖୁବ ଚର୍ଚ୍ଚାରେ ରହୁଛନ୍ତି। ତେବେ ମମତା ନନ୍ଦ ବହୁତ ସମୟ ଧରି ସୋସିଆଲ ମିଡିଆରେ ଆକ୍ଟିଭ୍ ରହିଥାନ୍ତି । ସେପଟେ ମନୋଜ ମିଶ୍ର ବି ନିଜ ଫିଲ୍ମ ହେଉ ବା ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ ସୋସିଆଲ ମିଡିଆକୁ ଆସିଥାନ୍ତି। ତେବେ କିଛି ସମୟ ତଳେ ପତ୍ନୀ ମମତା ନନ୍ଦ ନିଜର ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜ ଭଲପାଇବାକୁ ଏକ୍ସପ୍ରେସ କରିଛନ୍ତି। ଆପଣ ବି ଦେଖନ୍ତୁ ଭିଡିଓ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link