ସାହୁ ଭାଉଜଙ୍କ ପରେ ଯାତ୍ରା ଷ୍ଟେଜରୁ ସିରିୟଲ ଅଭିନେତ୍ରୀ ନିକିତାଙ୍କ ଭିଡିଓ ଭାଇରାଲ...
Narmada Behera Tue, 08 Oct 2024-12:31 pm,
Nikita Mishra Viral Video: ଓଡି଼ଆ ସିରିଏଲ୍ ଅଭିନେତ୍ରୀ ନିକିତା ମିଶ୍ର। ଜି ସାର୍ଥକ୍ ରେ ପ୍ରସାରିତ ହେଉଥିବା ଓଡିଆ ମେଗା ଧାରାବାହିକ " ଝିଲ୍ଲୀ " ରେ ମୁଖ୍ୟ ଭୁମିକାରେ ଅଭିନୟ କରୁଥିଲେ। ଦମଦାର୍ ଅଭିନୟରେ ସେ ଦର୍ଶକଙ୍କ ମନ କିଣନ୍ତି। ଏହା ବ୍ୟତିତ ସେ କେତେକ ଆଲବମ୍ ରେ ମଧ୍ୟ ନଜର ଆସିଛନ୍ତି। ତେବେ, ଏହାରି ଭିତରେ ଯାତ୍ରା ମଞ୍ଚରୁ ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ୍ ହୋଇଛି। ଦେଖନ୍ତୁ...