Simran Viral Video: ସାହୁ ଭାଉଜଙ୍କୁ ପଛରେ ପକାଇବେ କି ସିରିୟଲ୍ ଅଭିନେତ୍ରୀ ସିମରନ୍? ଯାତ୍ରା ପେଣ୍ତାଲରୁ ଭାଇରାଲ ହେଲା ଭିଡିଓ

Narmada Behera Wed, 09 Oct 2024-9:18 am,

Simran Viral Video: ଓଡିଶା ଅଭିନେତ୍ରୀ ସିମରନ୍ ଦାଶ। ଏକାଧିକ ସିରିୟଲ୍ ଓ ଆଲବମ୍ ରେ କାମ କରିଛନ୍ତି। ତାଙ୍କର ସୁନ୍ଦର ଅଭିନୟ ଦର୍ଶକଙ୍କ ମନ କିଣେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସିମରନ୍ ଙ୍କ ନୂଆ ମ୍ୟୁଜିକ୍ ଭିଡିଓ ଅନୁଗୁଳିଆ ବଣ୍ଟିଙ୍କ ସହ ଖୁବ୍ ଶିଘ୍ର ଆସିବାକୁ ଯାଉଛି। ତେବେ, ଏହାରି ଭିତରେ ସିମରନ୍ ଙ୍କ ଯାତ୍ରା ପେଣ୍ତାଲ୍ ର ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି। ଦେଖନ୍ତୁ...  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link