Antara Chakrabarti Video: କାହା ପ୍ରେମରେ ପଡିଲେ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ? ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଏହି ଭିଡିଓ

Narmada Behera Wed, 23 Oct 2024-12:33 pm,

Singer Antara Chakrabarti Video: ସୁନାମଧନ୍ୟ  ଓଡିଆ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ । ଓଡିଆ ସଙ୍ଗୀତ ଜଗତର ଜଣାଶୁଣା ନାଁଟିଏ । ଏକାଧିକ ଆଲବମ୍ ଓ ଫିଲ୍ମ ରେ ଅନ୍ତରା ଗୀତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।   ମେଲୋଡି ପୋଗ୍ରାମ୍ ହେଉକି କୌଣସି ପୂଜା ମଣ୍ତପରେ ତାଙ୍କର ପୋଗ୍ରାମ୍ ଦେଖିବାକୁ ଲୋକଙ୍କ ଭିଡ ଜମେ। ତେବେ, ଏହାରି ଭିତରେ ଅନ୍ତରା ଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ ଏହି ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link