Asima Panda Viral Video: ବାତ୍ୟା ସମୟରେ ଛାତ ଉପରୁ ଭାଇରାଲ୍ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି ଭିଡିଓ, ଦେଖନ୍ତୁ

Narmada Behera Fri, 25 Oct 2024-9:56 am,

Asima Panda Viral Video: ଓଡି଼ଆ କଣ୍ଠଶିଳ୍ପୀ ଅସୀମା ପଣ୍ତା।  ତାଙ୍କ ସ୍ବରର ଯାଦୁ ଦର୍ଶକଙ୍କ ମନ କିଣେ। ଅସୀମା କେବଳ ଜଣେ ଭଲ ସିଙ୍ଗର୍ ନୁହେଁନ୍ତି , ସେ ମଧ୍ୟ ଜଣେ ଭଲ ଡାନ୍ସର। ତେବେ, ରାଜ୍ୟରେ ଗତକାଲି ବାତ୍ୟା 'ଦାନା' ପ୍ରଭାବରେ ସମସ୍ତେ ଆତଙ୍କିତ ହୋଇଥିବା ବେଳେ କଣ୍ଠଶିଳ୍ପୀ ଅସୀମାଙ୍କର ଏକ ଭିଡିଓ ବର୍ଷା ରାତିରେ ଛାତ ଉପରୁ ଭାଇରାଲ୍ ହେଉଛି। ଦେଖନ୍ତୁ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link