Asima Panda Viral Video: `ଏଟା କ`ଣ ହେଲାରେ...ମତେ ଲଭ୍ ହେଲାରେ...`ଗୀତରେ ଝୁମିଲେ କଣ୍ଠଶିଳ୍ପୀ ଅସୀମା ପଣ୍ତା, ଦେଖନ୍ତୁ

Narmada Behera Tue, 29 Oct 2024-9:17 am,

  Asima Panda Viral Video: ଜଣାଶୁଣା ଓଡିଆ କଣ୍ଠଶିଳ୍ପୀ ଅସୀମା ପଣ୍ତା। ଓଡିଆ ସଙ୍ଗୀତ ଜଗତର ଜଣେ ନାଁ କରା ଗାୟିକା। ଏକାଧିକ ଫିଲ୍ମ ଓ ଆଲବମ୍ ସହ ଭଜନ ଗାଇ ଲୋକଙ୍କ ମନ କିଛିଛନ୍ତି। ନିକଟରେ ତାଙ୍କର ଏକ ଭିଡ଼ିଓ କାର୍ ଭିତରୁ ଭାଇରାଲ୍ ହୋଇଥିଲା। ତେବେ, ଏହାରି ଭିତରେ ତାଙ୍କର ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ଏବେ ନିଆଁ ଲଗାଇଛି। ଦେଖନ୍ତୁ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link