Dance Video: ସରମିଲତା ଗୀତରେ ଶ୍ରୀକାନ୍ତ କଲେ ମଜଦାର ଡ୍ୟାନ୍ସ, ଭିଡିଓ ଭାଇରାଲ

Jagdish Barik Sat, 25 Nov 2023-10:28 pm,

Viral Dance Video: ସୋସିଆଲ୍ ମିଡିଆରେ ଏକ ଯୁବକଙ୍କ ମଜାଦାର ଡ୍ୟାନ୍ସ ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ସେ ସରମିଲତା ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଏହି ଡ୍ୟାନ୍ସ ଭିଡିଓରେ ଲୋକମାନେ ଲାଇକ୍ ସମେତ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରୁଛନ୍ତି । ଦେଖନ୍ତୁ ଏହି ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link