Odisha Big News: ରାଜ୍ୟର ୫ ଟି ବଡ଼ ଖବର କେବଳ ଚୁଟକି ରେ...

ରଶ୍ମିତା ସାହୁ Fri, 25 Aug 2023-1:27 pm,

ଆଜି ବି ଭିଜିବ ଓଡ଼ିଶା । ଅଧିକାଂଶ ସ୍ଥାନରେ ଘଡଘଡି ବିଜୁଳି ସହିତ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସେଫ୍‌, ଉଦ୍ୟୋଗୀ ତଥା ଲେଖକ ବିକାଶ ଖାନ୍ନା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆଲୋଚନା କରିଛନ୍ତି । ବ୍ରହ୍ମପୁର ରେ ବ୍ୟାପକ ହେଲେଣି ଧଳା ଜହର । ଅବକାରୀ ବିଭାଗ ବିଶେଷ ସୂତ୍ର ରୁ ଖବର ପେ ପଥରା ଠାରେ ଚଢାଉ କରି ୪୨ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ଦୁଇ ଜଣ ଗିରଫ କରିଛି ଏବଂ ଏହାର ଅନ୍ୟ ଏକ ଟିମ୍ ଷ୍ଟେସନ୍ ନିକଟରେ ଚଢାଉ କରି ୧୦ କେଜି ଗଞ୍ଜେଇ ଜବତ କରିବା ଜଣକୁ ଗିରଫ କରିଛି l

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link