Video: କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଶୁଣନ୍ତୁ କ`ଣ କହୁଛନ୍ତି ମୁଖ୍ୟ ସଚିବ
ଭୁବନେଶ୍ୱର: ଆଜି ବିଳମ୍ବିତ ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ୯ଟି ଗୁରୁତ୍ୱପୂର୍ଣ୍ଣ ଯୋଜନା ଉପରେ ମୋହର ଲଗାଇଛି। ବିଶେଷକରି ନିର୍ତବାଚନ ପ୍ରତିଶୃତିକୁ ପୂରଣ କରିବା ତଥା ଲୋକଙ୍କ ପାଖରେ ଅଧିକ ସୁଯୋଗ ସୃଷ୍ଟି କରିବା ନିମନ୍ତେ ଉଦ୍ଦିଷ୍ଟ ବୋଲି କୁହାଯାଉଛି। ଏହି ନିଷ୍ପତ୍ତିଗୁଡ଼ିକ ଭିତରେ ଗୁରୁତ୍ୱ ପାଇଛନ୍ତି ମହିଳା, ବୃଦ୍ଧ, କଷକ ଏବଂ ଭିନ୍ନକ୍ଷମ।