Mohan Charan Majhi: ଯାତ୍ରା ଷ୍ଟେଜରେ କଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଭିଡିଓ ଭାଇରାଲ

Rashmita Sahoo Fri, 18 Oct 2024-1:39 pm,

Mohan Charan Majhi: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବେ ବେଶ୍ ଚର୍ଚ୍ଚାରେ। କାରଣ ଯାତ୍ରା ଷ୍ଟେଜରୁ ଭାଇରାଲ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଏହି ଭିଡିଓ। ପାଖରେ ଜିଲ୍ଲା ପ୍ରଶାସନ ସହ ତାଙ୍କ ଅଙ୍ଗରକ୍ଷୀ ମାନଙ୍କୁ ବି ଦେଖିବାକୁ ମିଳୁଛି। ତେବେ ଯାତ୍ରା ଷ୍ଟେଜରେ ଚଢି ଲୋକଙ୍କ ସମସ୍ୟା ବୁଝିଥିଲେ ମୁଖ୍ୟମନ୍ତ୍ରୀ । ସବୁଠୁ ବଡ଼ କଥା ହେଲା ସୁଭଦ୍ରା ଯୋଜନାରେ ଟଙ୍କା ମିଳିଛି ନା ନାହିଁ ପଚାରିଥିଲେ ମୁଖ୍ୟମନ୍ତ୍ରୀ । ତେବେ ଏହି ଭିଡିଓଟି କିଛିଦିନ ତଳର ବୋଲି କୁହାଯାଉଛି । ହେଲେ ଭିଡିଓ ଟି କେଉଁ ସ୍ଥାନର କେଉଁ ଯାତ୍ରା ମହଲର ତାହା ବର୍ତ୍ତମାନ ସୁଦ୍ଧ ଜଣାପଡ଼ିନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link