ଅନୁଗୁଳ ରେଲୱେ ଷ୍ଟେସନରେ `ଫୁଲୁକା ଫୁଲୁକା ଗାଲ` ସମ୍ବଲପୁରୀ ଗୀତରେ ନାଚି ଧୂଁଆ ଉଡ଼ାଇଲେ ଯୁବତୀ! ଭିଡିଓ ଭାଇରାଲ୍

Jagdish Barik Mon, 30 Oct 2023-9:36 am,

Fuluka Fuluka Gala Song Viral Video: ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ଭାଇରାଲ୍ ହୋଇଥାଏ । ଏହି କ୍ରମରେ ବର୍ତ୍ତମାନ ଇନଷ୍ଟାଗ୍ରାମରେ ଏକ ଡ୍ୟାନ୍ସ ଭିଡିଓ କ୍ଲିପ୍ ଜୋରଦାର ଭାଇରାଲ ହେଉଛି । ଏହି ଭାଇରାଲ ଭିଡିଓରେ ଆପଣ ଦେଖି ପାରିବେ ଯେ ଜଣେ ଯୁବତି ଅନୁଗୁଳ ରେଲୱେ ଷ୍ଟେସନରେ 'ଫୁଲୁକା ଫୁଲୁକା ଗାଲ...'ସମ୍ବଲପୁରୀ ଗୀତରେ ଚମତ୍କାର ଭାବେ ଡ୍ୟାନ୍ସ କରୁଛନ୍ତି । ଏହି ଭିଡିଓ ଉପରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଦେଖନ୍ତୁ ଭିଡିଓ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link