Viral Video: ଜବରଦସ୍ତ ଡାନ୍ସ ଓ ଆକ୍ସନରେ ଲୋକଙ୍କ ମନ କିଣୁଛନ୍ତି ପୁରୀର ଏହି ବୋହୂ, ଦେଖନ୍ତୁ ଭିଡିଓ

Narmada Behera Oct 04, 2024, 13:41 PM IST

Viral Video: ଗତ କିଛି ଦିନ ତଳେ, ଯାତ୍ରା ପେଣ୍ତାଲ୍ ରେ ଅଶ୍ଲୀଳ ଡାନ୍ସ କରିଥିଲେ। ଯାହାକୁ ନେଇ ସେ ଚର୍ଚ୍ଚାରେ ରହିଥିଲେ। ପରେ ସେ ରାଜ୍ୟବାସୀଙ୍କୁ କ୍ଷମା ମାଗିଥିଲେ।  ଏ-ବେ ଆଉ ଜଣେ ମହିଳାଙ୍କ ଡାନ୍ସ ସୋସିଆଲ୍ ମିଡିଆରେ ନିଆଁ ଲଗାଇଛି। ଧୂଆଁଧାର ଡାନ୍ସ ସାଙ୍ଗକୁ ଜବରଦସ୍ତ ଆକ୍ସନ ଲୋକଙ୍କ ମନ କିଣୁଛି । ଦେଖନ୍ତୁ ମହିଳାଙ୍କର ଦମଦାର୍ ଡାନ୍ସ  ଦେଖନ୍ତୁ ଏହି ଭିଡିଓ... 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link