Viral Video: ସାହୁ ଭାଉଜଙ୍କୁ ପଛରେ ପକାଇବ ଏହି ଭାଉଜଙ୍କ ଜବଦରସ୍ତ ଡାନ୍ସ ଆଉ ଆକ୍ସନ୍ , ଦେଖନ୍ତୁ ଏହି ଦମଦାର ଭିଡିଓ

Narmada Behera Thu, 03 Oct 2024-9:55 am,

Viral Video: ଗତ କିଛି ଦିନ ତଳେ, ଯାତ୍ରା ପେଣ୍ତାଲ୍ ରେ ଅଶ୍ଲୀଳ ଡାନ୍ସ କରିଥିଲେ। ଯାହାକୁ ନେଇ ସେ ଚର୍ଚ୍ଚାରେ ରହିଥିଲେ। ପରେ ସେ ରାଜ୍ୟବାସୀଙ୍କୁ କ୍ଷମା ମାଗିଥିଲେ।  ଏବେ ଆଉ ଜଣେ ମହିଳାଙ୍କ ଡାନ୍ସ ସୋସିଆଲ୍ ମିଡିଆରେ ନିଆଁ ଲଗାଇଛି। ଧୂଆଁଧାର ଡାନ୍ସ ସାଙ୍ଗକୁ ଜବରଦସ୍ତ ଆକ୍ସନ ଲୋକଙ୍କ ମନ କିଣୁଛି । ମହିଳା ଜଣଙ୍କ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଦେଖନ୍ତୁ ଏହି ଭିଡିଓ...   

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link