Singing Video: ବ୍ୟକ୍ତିଙ୍କ ହିନ୍ଦୀ ଗୀତ ଶୁଣିବା ପରେ ଆପଣଙ୍କ ଆଖିରୁ ଲୁହ ଆସିଜିବ! ଜୋରଦାର ଭାଇରଲ ହେଉଛି ଏହି ଭିଡ଼ିଓ

Jagdish Barik Wed, 19 Jul 2023-1:00 am,

Singing Video: ଏହି ବ୍ୟକ୍ତି ଜଣକ ଅନେକ ହିନ୍ଦି ଗୀତକୁ ମିଶାଇ ଏପରି ନିଆରା ଭାବରେ ଗାଉଛନ୍ତି ଯେ, ଯାହାକୁ ଶୁଣିବା ପରେ ଯେକେହି ବି ନିଜ ହସ ବନ୍ଦ କରିପାରିବେ ନାହିଁ । ସୋସିଆଲ ମିଡିଆରେ ଏହି ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏହି ଗୀତ ଶୁଣିବା ପରେ ଲୋକ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।    

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link