Singing Video: ହିନ୍ଦୀ ଗୀତକୁ ଏକ ନିଆରା ଶୈଳୀରେ ଗାଇଲେ ବ୍ୟକ୍ତି, ଇଣ୍ଟରନେଟରେ ନିଆଁ ଲଗାଇଛି ଏହି ଭିଡ଼ିଓ

Jagdish Barik Sat, 01 Jul 2023-8:30 am,

Singing Video: ଭିଡିଓରେ ଦେଖିପାରିବେ ଯେ ଏହି ବ୍ୟକ୍ତି ଜଣକ 'କିତନା ପ୍ୟାରା ତୁଝେ ରବନେ ବନାୟା' ହିନ୍ଦି ଗୀତକୁ ଏକ ନିଆରା ଶୈଳୀରେ ଗାଉଛନ୍ତି ଯେ, ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ମଥାରେ ହାତଦେବେ । ସୋସିଆଲ ମିଡିଆରେ ଏହି ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏହି ଗୀତ ଶୁଣିବା ପରେ ଲୋକ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link