ସମଲେଇ ପ୍ରକଳ୍ପ ଅଧୀନରେ ସମ୍ବଲପୁରର ଭବ୍ୟ ସମଲେଇ ମନ୍ଦିର ହୋଇଛି ରୂପାନ୍ତରିକରଣ, ଦେଖନ୍ତୁ ଭିଡିଓ

ଜୀ ଓଡ଼ିଶା ଡେସ୍କ Wed, 24 Jan 2024-9:50 pm,

SAMALEI project in Sambalpur: ସମଲେଇ ପ୍ରକଳ୍ପ ଅଧୀନରେ ସମ୍ବଲପୁରର ଭବ୍ୟ ସମଲେଇ ମନ୍ଦିର ପରିସରର ହୋଇଛି ରୂପାନ୍ତରିକରଣ। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଜାନୁଆରୀ ୨୭ ତାରିଖରେ ଏହାର ଲୋକାର୍ପଣ କରିବାକୁ ଯାଉଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link