Odisha Viral News: ଜିଅନ୍ତା ଛେଳିକୁ ଗିଳି ଦେଲା ଅଜଗର

ପ୍ରିୟମ୍ବଦା ରଣା Wed, 23 Aug 2023-1:05 pm,

Odisha Viral News:ଛେଳିକୁ ଜିଅନ୍ତା ଗିଳିଦେଲା ବିରାଟ ଅଜଗର । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ଅନ୍ତର୍ଗତ କଳାପଥର ଗାଁରେ ଘଟିଛି ଏଭଳି ଏକ ଘଟଣା । ଗାଁର କଟାବନ୍ଧ ନିକଟ ନାଳରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ଗାଁର ସଦାନନ୍ଦ କର୍ଣ୍ଣଙ୍କ ଏକ ଛେଳି ଏହି ନାଳ ନିକଟକୁ ଚରିବାକୁ ଯାଇଥିବାବେଳେ ଏହି ବିରାଟ ଅଜଗରଟି ତାକୁ ଜୀବନ୍ତ ଗିଳିଦେଇ ଗୁଡାଇ ଧରିଥିବା ଦେଖିବାକୁ ମିଳିଛି । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link