Singing Video: ମହମ୍ମଦ ରଫିଙ୍କ ଗୀତକୁ ଚମତ୍କାର ଭାବେ ଗାଇଲେ ବୃଦ୍ଧ ବ୍ୟକ୍ତି, ଲୋକମାନେ ସ୍ୱର ଶୁଣି ନାଚି ଉଠିଲେ, ଦେଖନ୍ତୁ ଭିଡିଓ

Jagdish Barik Thu, 06 Jul 2023-8:41 pm,

Singing Video: ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଗୀତ ଭିଡିଓ ସୋସିଆଲ୍ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି, ଯାହା ଦେଖି ଆପଣଙ୍କ ହୃଦୟ ନିଶ୍ଚିତ ଭାବରେ ଖୁସି ହେବ । ବୃଦ୍ଧ ଜଣକ ତାଙ୍କ ମଧୁର ସ୍ୱରରେ ମହମ୍ମଦ ରାଫିଙ୍କ ଗୀତ ଗାଇ ସମସ୍ତଙ୍କ ହୃଦୟ ଜିତିଛନ୍ତି । ଦେଖନ୍ତୁ ଏହି ଭଡ଼ିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link