Apasara Rani Dance: ଓଲିଉଡର ଅଭିନେତ୍ରୀଙ୍କୁ ପଛରେ ପକାଇଦେବ ଅପସରା ରାନୀଙ୍କ ଏହି ଭିଡିଓ

Rashmita Sahoo Sat, 07 Sep 2024-12:13 pm,

Apasara Rani Dance: ଗତକାଲି ରିଲିଜ ହୋଇଛି ନୂଆ ଓଡ଼ିଆ ଫିଲ୍ମ ଆଇ ଲଭ ୟୁ ୨। ତେବେ ଏହି ଫିଲ୍ମରେ ଅଭିନେତ୍ରୀ ଅପସରା ରାନୀ ନିଜର ପରାକାଷ୍ଠା ଦେଖାଇଛନ୍ତି। କେବଳ ଏତିକି ନୁହେଁ ତେଲୁଗୁ ଫିଲ୍ମରେ ବି ଖୁବଶୀଘ୍ର ନିଜର ଜଲୱା ଦେଖାଇବାକୁ ଆସୁଛନ୍ତି ଅପସରା ରାନୀ। ଏକ ତେଲୁଗୁ ଗୀତ ଟିକୁ ଟିକୁ ଗୀତରେ ନିଜର ଜବରଦସ୍ତ ଡ୍ୟାନ୍ସର ତଡକା ଲଗାଇଛନ୍ତି ଅଭିନେତ୍ରୀ ଜଣକ । ଦେଖନ୍ତୁ ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link