Archita Sahu Video: ବିଦେଶରେ ରହିବେ କି ଅଭିନେତ୍ରୀ ଅର୍ଚ୍ଚିତା, ସନ୍ଦେହ ଆଣିଲା ଭାଇରାଲ ହେଉଥିବା ଏହି ଭିଡିଓ

Rashmita Sahoo Sun, 01 Sep 2024-12:26 pm,

କିଛିଦିନ ହେବ ଅଭିନେତ୍ରୀ ଅର୍ଚ୍ଚିତା ଓଲିଉଡ ଦୁନିଆରୁ ବ୍ରେକ୍ ନେଇଛନ୍ତି । ଆଉ ଏହାରି ମଧ୍ୟରେ ସେ ଅନେକ ଦେଶ ବିଦେଶ ବୁଲିଛନ୍ତି । ଯାହାର ଭିଡିଓ ସେ ନିଜ ଇନଷ୍ଟା ପେଜ୍ ରେ ସେୟାର କରିଛନ୍ତି । ତେବେ ଏହାରି ମଧ୍ୟରେ ସେ ଦୁବାଇ ଠୁ ଆରମ୍ଭ କରି ଟର୍କି ମଧ୍ୟ ବୁଲିଛନ୍ତି । ତେବେ ଟର୍କିର ଏକ ସହରରେ ସେ ନଜର ନଲାଗିବା ପାଇଁ ୱିସ୍ ମାଗି ଏକ ଗଛରେ ମାନସିକ ସୂତା ବାନ୍ଧିଛନ୍ତି। ତେବେ ନିଜର ଆଗାମୀ ଫିଲ୍ମ ଓ ପ୍ଲାନକୁ ନେଇ ମଧ୍ୟ ଫ୍ୟାନ୍ସ ମାନେ ତାଙ୍କୁ ଏହି ଭିଡିଓ ରେ ମତାମତ ମାଗିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link