Actress Lipi Dance: କନିଆ ହେବାକୁ ରେଡି ହେଲେଣି କି ଅଭିନେତ୍ରୀ ଲିପି, ଭିଡିଓ କହିଲା ସବୁ କିଛି...

ରଶ୍ମିତା ସାହୁ Fri, 06 Oct 2023-7:00 pm,

ଦିନକୁ ଦିନ ଚର୍ଚ୍ଚାରେ ରହୁଛନ୍ତି ଅଭିନେତ୍ରୀ ଲିପି ମହାପାତ୍ର । ନିଜର ଅଭିନୟ କି ଆଲବମ ପାଇଁ ନୁହେଁ ଜୀ ସାର୍ଥକର ସବୁଠାରୁ ପପୁଲାର ସୋ ଦିଦି ନମ୍ବର ୱାନରେ ନିଜର ଟ୍ୟାଲେଣ୍ଟ ଦେଖାଇଛନ୍ତି ଲିପି । ସବୁବେଳେ ଅଭିନେତ୍ରୀ ଲିପି ମହାପାତ୍ର ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ଏକ ସମ୍ବଲପୁରୀ ଗୀତରେ ଡ୍ୟାନ୍ସ କରି ପୁଣିଥରେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଅଭିନେତ୍ରୀ ଲିପି ମହାପାତ୍ର।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link