Ollywood Actress: ଅଭିନେତ୍ରୀ ଲିପି ମହାପାତ୍ରଙ୍କର ସ୍ୱିମିଂ ପୁଲ ଭିଡିଓ ହେଉଛି ଜୋରଦାର ଭାଇରାଲ

Prabhudatta Moharana Oct 02, 2024, 11:42 AM IST

ଓଲିଉଡ ଜଗତର ଚର୍ଚ୍ଚିତ ନାୟିକା ହେଉଛି ଲିପି ମହାପାତ୍ର। ଚୁଲବୁଲି ଲିପିଙ୍କର ଅନେକ ଭିଡିଓ ବେଶ ପ୍ରଶଂସା ସାଉଣ୍ଟିଥାଏ। ତେବେ ନିକଟରେ ସ୍ୱିମିଂ ପୁଲରେ ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link