Actress Lipi Viral: ନିଜ ପୁରୁଣା ଆଲବମରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ ଅଭିନେତ୍ରୀ ଲିପି

Rashmita Sahoo Sat, 14 Sep 2024-4:00 pm,

Actress Lipi Viral: ଚର୍ଚ୍ଚାରେ ଅଭିନେତ୍ରୀ ଲିପି ମହାପାତ୍ର। ଜୀ ସାର୍ଥକର ଦିଦି ନମ୍ବର ୱାନରେ ନିଜର ଜଲୱା ଦେଖାଇବା ସହ ଅନେକ ସିରିଏଲରେ ନିଜର ପରାକାଷ୍ଠା ଦେଖାଇଛନ୍ତି ଅଭିନେତ୍ରୀ। ତେବେ ସବୁ ବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି ଅଭିନେତ୍ରୀ। ନିଜ ଇନଷ୍ଟାପେଜ୍ ରେ ସବୁବେଳେ କିଛି ନା କିଛି ସେୟାର କରିଥାନ୍ତି। ତେବେ ନିଜର ଏକ ପୁରୁଣା ଆଲବମରେ କେବଳ ଆଖିରେ ଆଖିରେ ଏକ୍ସପ୍ରେସନ ଦେଇଛନ୍ତି ଅଭିନେତ୍ରୀ ଲିପି । ଯାହାକୁ ବେଶ ପସନ୍ଦ କରିଛନ୍ତି ତାଙ୍କ ଫ୍ୟାନ୍ସ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link