Prakruti Mishra: ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ...
Rashmita Sahoo Sun, 20 Oct 2024-2:39 pm,
Prakruti Mishra: ଓଲିଉଡ ର ଜଣେ ଆଗଧାଡିର ଅଭିନେତ୍ରୀ ହେଉଛନ୍ତି ହିରୋଇନ ପ୍ରକୃତି ମିଶ୍ର । କେବଳ ଯେ ଓଡ଼ିଆ ଫିଲ୍ମ କି ଆଲବମ ନୁହେଁ ବଲିଉଡର ଅନେକ ସିରିଏଲ ରେ ବି ନଜର ଆସିଛନ୍ତି ଅଭିନେତ୍ରୀ । ତେବେ ସବୁଠୁ ବଡ କଥା ହେଲା ପ୍ରକୃତି ମିଶ୍ର ବିଭିନ୍ନ ଆଡ୍ ରେ କାମ କରିବା ଗୀତ ଗାଇବାକୁ ବି ଭଲ ପାଆନ୍ତି। ଅନେକ ଛୋଟ ଛୋଟ ଗୀତର ରିଲ୍ସ ନିଜ ଇନଷ୍ଟାଗ୍ରାମ ରେ ସେୟାର କରିଛନ୍ତି ପ୍ରକୃତି। ଲାଇଭ କନସର୍ଟ ସହ ଅନେକ ଲାଇଭ ଇଭେଣ୍ଟରେ ନିଜର ଜଲୱା ଦେଖାଇଛନ୍ତି ପ୍ରକୃତି। ପ୍ରକୃତି ମିଶ୍ର ବହୁତ ଭଲ ଗୀତ ଗାଆନ୍ତି। ଏମିତି ଏକ ଭିଡିଓ ସେୟାର କରିଛନ୍ତି ଯାହା କୁ ବେଶ୍ ପସନ୍ଦ କରିଛନ୍ତି ତାଙ୍କ ଫ୍ୟାନ୍ସ ଆଉ କହିଛନ୍ତି ତମେ ବହୁତ ଟ୍ୟାଲେଣ୍ଟେଡ।