Prakruti Mishra: `ଆନିମଲ୍` ଫିଲ୍ମର ରୋମାଣ୍ଟିକ୍ ଗୀତ `ପେହେଲେ ଭି ମେଁ`ଗାଇଲେ ପ୍ରକୃତି

Sun, 04 Feb 2024-5:52 pm,

ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ଜଣେ ଭଲ ଅଭିନେତ୍ରୀ ନୁହଁନ୍ତି ବରଂ ଜଣେ ଭଲ ଗାୟିକା ମଧ୍ୟ । ଏକଥା ସମସ୍ତଙ୍କୁ ଜଣା । କାରଣ ଅନେକ ସମୟରେ ସେ ଗାଇଥିବା ଗୀତ ନିଜ ଇନଷ୍ଟା ପେଜ୍ ରେ ସେୟାର କରିଥାନ୍ତି। ଏଇ କିଛିଦିନ ତଳେ ନିଜ ଇନଷ୍ଟା ପେଜ୍ ରେ ଏକ ଭିଡିଓ ସେୟାର କରିଛନ୍ତି ଅଭିନେତ୍ରୀ ପ୍ରକୃତି । ଭିଡିଓରେ ବଲିଉଡ ଫିଲ୍ମ ଆନିମଲ ର ପପୁଲାର ସଙ୍ଗ 'ପେହେଲେ ଭି ମେଁ' ବହୁତ ସୁନ୍ଦର ଭାବେ ଗାଇଛନ୍ତି ପ୍ରକୃତି ମିଶ୍ର । ଆପଣ ବି ଶୁଣନ୍ତୁ ଏହି ସୁନ୍ଦର ଗୀତ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link