Rani Panda Video: ସିକ୍ରେଟ ମ୍ୟାରେଜ କଲେ କି ରାଣୀ ପଣ୍ଡା, ଭାଇରାଲ ହେଲା ରିସେପସନ ଲୁକ୍

Rashmita Sahoo Fri, 04 Oct 2024-9:26 pm,

Rani Panda Video: ଅଭିନେତ୍ରୀ ରାଣୀ ପଣ୍ଡା ଘରେ ଘରେ ପରିଚିତ । ନିଜ ଡ୍ୟାନ୍ସ ହେଉ ବା ଅଭିନୟ କି ସମାଜସେବା ସବୁ କ୍ଷେତ୍ରରେ ତାଙ୍କୁ ଲୋକ ବହୁତ ପସନ୍ଦ କରନ୍ତି। ତେବେ କିଛି ଦିନ ତଳେ ଏକ ଭିଡିଓ ସେୟାର କରିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ଏଥିରେ ସେ ନ୍ୟୁ ବ୍ରାଇଡାଲ ଲୁକ୍ ରେ ନଜର ଆସିଛନ୍ତି । ରିସେପସନ ଲୁକରେ ଖୁବ ଭାଇରାଲ ହୋଇଛନ୍ତି ଅଭିନେତ୍ରୀ । ତେବେ ଏହି ମେକଅପ ଭୁବନେଶ୍ୱରର ସବୁଠାରୁ ଚର୍ଚ୍ଚିତ କୁହୁ ମେକ ଅପ୍ ଷ୍ଟୁଡିଓରେ ନେଇଛନ୍ତି। ରାଣୀଙ୍କ ଲୁକ୍ ସହ ତାଙ୍କ ଏକ୍ସପ୍ରେସନରେ ଫ୍ୟାନ୍ସଙ୍କୁ ଘାଇଲା କରିଛନ୍ତି ରାଣୀ ପଣ୍ଡା । ଭାଇରାଲ ଭିଡିଓ ଆପଣ ବି ଦେଖନ୍ତୁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link