Varsha Priyadarshini: ଏମିତି ଢଙ୍ଗରେ ଦୀପାବଳି ପାଳିଲେ ଓଲିଉଡ କ୍ୱିନ୍ ବର୍ଷା ପ୍ରିୟଦର୍ଶିନୀ

ରଶ୍ମିତା ସାହୁ Sun, 12 Nov 2023-5:12 pm,

ଆଲୋକର ପର୍ବ ଦୀପାବଳିକୁ ନେଇ ସାରା ଦେଶ ଉତ୍ସବ ମୁଖର । ଆଉ ଏଥିରୁ ବାଦ୍ ପଡ଼ିନାହାଁନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏକ ସୁନ୍ଦର ଆଉଟ ଫିଟ୍ ରେ ନଜର ଆସିବା ସହ ପ୍ରେମ ରତନ ଧନ ପାୟୋର ସଙ୍ଗ ଜଲତେ ଦିୟାରେ ରିଲ୍ସ କରିଛନ୍ତି ଅଭିନେତ୍ରୀ । ଏହାସହ ଅଭିନେତ୍ରୀଙ୍କ ଏହି ରିଲ୍ସକୁ ଅନେକ ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link