Varsha Priyadarshini Video: କାହା ସହ ଦାଣ୍ତିଆ ଖେଳିଲେ ଅଭିନେତ୍ରୀ ବର୍ଷା ? ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ

Narmada Behera Sat, 05 Oct 2024-12:15 pm,

Varsha Priyadarshini Video: ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ୍। ଅନୁଭବଙ୍କ ଠାରୁ ଏବେ ଅଲଗା ରହୁଛନ୍ତି ବର୍ଷା। ପାରିବାରିକ  ବିବାଦ ପାଇଁ ସେ ନିକଟରେ ଖୁବ୍ ଚର୍ଚ୍ଚାରେ ଥିଲେ। ତେବେ, ଏହାରି ଭିତରେ ବର୍ଷାଙ୍କର ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଦେଖନ୍ତୁ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link