Varsha Priyadarshini: ଅନୁଭବଙ୍କ ପଡକାଷ୍ଟ ପରେ ଭିଡିଓ ସେୟାର କଲେ ବର୍ଷା, ଦେଖନ୍ତୁ ଭିଡିଓ

Rashmita Sahoo Fri, 18 Oct 2024-6:26 pm,

Varsha Priyadarshini: ମିଥ୍ୟାବାଦୀ, ଦୁର୍ବଳ ମନା ବ୍ଯକ୍ତିର ସ୍ଵର ଟାଣ ହୋଇପାରେ କିନ୍ତୁ ଆତ୍ମବିଶ୍ଵାସୀ ବ୍ଯକ୍ତି ସବୁବେଳେ ନୀରବ ରହେ। ନିଜ ବିଷୟରେ ଉଚ୍ଚ ସ୍ୱରରେ କହିବାର ଆବଶ୍ୟକତା ନାହିଁ, ଏହା ସେମାନଙ୍କର କାର୍ଯ୍ୟ ଏବଂ ବ୍ୟକ୍ତିତ୍ୱରେ ସ୍ୱତଃ ପ୍ରତିଫଳିତ ହୋଇଥାଏ । ଅସୁରକ୍ଷିତ ମନେ କରୁଥିବା ବ୍ୟକ୍ତି ଚିତ୍କାର କରେ। ଅସୁରକ୍ଷିତତା କୋଳାହଳପୂର୍ଣ୍ଣ ହୋଇଥାଏ। ଗତ ଦୁଇଦିନ ତଳେ ଏମିତି କିଛି ଲେଖି ଏକ ଭିଡିଓ ସେୟାର କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଏହି ଭିଡିଓ ସେ ତାଙ୍କ ଫେସବୁକରେ ସେୟାର କରିଛନ୍ତି । ତେବେ ଦୁଇଦିନ ତଳେ ଅନୁଭବ ମହାନ୍ତି ଏକ ପ୍ରତିଷ୍ଠିତ ଚ୍ୟାନେଲ୍ରେ ପଡକାଷ୍ଟ କରିଥିଲେ। ଆଉ ଏହି ଭିଡିଓ ଠିକ୍ ୨ ଦିନ ତଳେ ହିଁ ବର୍ଷା ନିଜ ଫେସବୁକ ପେଜ୍ ରେ ସେୟାର କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link