Varsha Priyadarshini: କାହା ପାଇଁ ଖୁସି ଆଜି ବର୍ଷା ପ୍ରିୟଦର୍ଶିନୀ, ସୋସିଆଲ ମିଡିଆରେ କଲେ ଭିଡିଓ ସେୟାର

Rashmita Sahoo Sun, 29 Sep 2024-2:26 pm,

Varsha Priyadarshini: ପାରିବାରିକ ଜୀବନରେ ଚର୍ଚ୍ଚାକୁ ଆସିଥିବା ବର୍ଷା ପ୍ରିୟଦର୍ଶିନୀ ସର୍ବଦା ନିଜ ସୋସିଆଲ ମିଡିଆରେ ଆକ୍ଟିଭ୍ ରହିଥାନ୍ତି । ଯଦି ଏବେର ଖବର କହିବା ତେବେ ବସ୍ ଫିଲ୍ମ ପରେ ପୁଣିଥରେ ଫିଲ୍ମ ୱାଇଫ୍ ରେ ନଜର ଆସିବେ ଅଭିନେତ୍ରୀ । ଏହି ଫିଲ୍ମର ଅନେକ ଛୋଟ ଛୋଟ ସୁଟିଂ କ୍ଲିପ ମଧ୍ୟ ଅନେକ ସମୟରେ ସେୟାର କରିଥାନ୍ତି ଓଲିଉଡ କ୍ୱିନ୍ ବର୍ଷା । ତେବେ ନିଜ ଜୀବନରେ ସେ କାହା ସହ ବେଶି ଖୁସିରେ ରୁହନ୍ତି ସେନେଇ ଏକ ଭିଡିଓ ନିଜ ଇନଷ୍ଟାଗ୍ରାମ ପେଜ୍ ରେ ସେୟାର କରି ଲେଖିଛନ୍ତି, Selfless unconditional love which never gives tears।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link