Video: କଣ୍ଠଶିଳ୍ପୀ ଅନ୍ତରାଙ୍କ ଫୋନ କାହିଁକି ଛଡେଇ ନେଲେ ସ୍ୱୟମ ପାଢୀ, ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 30 Aug 2024-7:20 pm,

Video: କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଏବଂ ସ୍ୱୟମ ପାଢୀଙ୍କ ନାମ ବର୍ତ୍ତମାନ ଚର୍ଚ୍ଚାରେ । ଉଭୟଙ୍କ ଗୀତ ଏବଂ ସମ୍ପର୍କକୁ ନେଇ ଓଲିଉଡ ସମେତ ଶ୍ରୋତାଙ୍କ ମହଲରେ ବିଭିନ୍ନ ପ୍ରକାରର ଆଲୋଚନା ହେଉଥିବା ଦେଖିବାକୁ ମିଳିଥାଏ । ଅନ୍ତରା ଏବଂ ସ୍ୱୟମ ଦୁହେଁ ଅନେକ ହିଟ୍ ଗୀତ ଭେଟି ଦେଇଛନ୍ତି ଓଲିଉଡ ଜଗତକୁ । ତେବେ ଏହି ଯୋଡି କେବଳ ବୃତ୍ତିଗତ ନୁହେଁ ବରଂ ବ୍ୟକ୍ତିଗତ ଭାବେ ମଧ୍ୟ ବେଶ୍ ପରିଚିତ । ଉଭୟଙ୍କୁ ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ରିଲ୍ସ ମାଧ୍ୟମରେ ଦେଖିବାକୁ ମିଳିଥାଏ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link