Sahoo Babu Bhauja Video: ଏହି କମେଡିଆନଙ୍କ ସହ ସାହୁ ବାବୁ ଭାଉଜଙ୍କ ଭିଡିଓ ହେଲା ଭାଇରାଲ

Prabhudatta Moharana Tue, 24 Sep 2024-5:40 pm,

Sahoo Babu Video Viral: ଇଣ୍ଟରନେଟରେ ଜୋରଦାର ଭାଇରାଲ ହେଉଛି ସାହୁ ବାବୁ ଭାଉଜଙ୍କ ଭିଡିଓ। ସାହୁ ବାବୁ ଭାଉଜଙ୍କ ଚରିତ୍ରରେ ବେଶ ପ୍ରତିଷ୍ଠା ଲାଭ କରିଥିବା ଆଞ୍ଜେଲ ଶ୍ରୀଙ୍କର ଓଲିଉଡ଼ କମେଡିଆନ ଗୁଡୁଙ୍କ ସହିତ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ ଭିଡିଓ ଓ ଭରପୁର ମଜା ଉଠାନ୍ତୁ...    

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link