Anubhav Mohanty: ପୁଣିଥରେ ନିଜ କଷ୍ଟକୁ ଜାହିର୍ କଲେ ଅଭିନେତା ଅନୁଭବ ମହାନ୍ତି, ଭିଡିଓ ଭାଇରାଲ

Rashmita Sahoo Fri, 11 Oct 2024-1:39 pm,

Anubhav Mohanty: ବହୁ ପ୍ରତିକ୍ଷା ପରେ ରିଲିଜ ହୋଇଛି ଅନୁଭବ ମହାନ୍ତିଙ୍କ ଫିଲ୍ମ କର୍ମ। ଦଶହରା ରିଲିଜରେ ଗତ ୯ତାରିଖରେ ରିଲିଜ ହୋଇଥିବା ଫିଲ୍ମ କର୍ମକୁ ବେଶ୍ ପ୍ରଂଶସା କରୁଛନ୍ତି ଫ୍ୟାନ୍ସ। ତେବେ ଏହାର ପ୍ରିମିୟର କୁ ନେଇ ଟିକେ ବି ଢିଲା କରିନାହାଁନ୍ତି ଟିମ୍। ସେପଟେ ସୋସିଆଲ ମିଡିଆ ଇନଫ୍ଲୁଏନସର ତପିଙ୍କ ସହ ଚିଟ୍ ଚାଟ୍ କରିଛନ୍ତି ଅନୁଭବ। ତେବେ ଏହି ଭିଡିଓରେ ପୁଣିଥରେ ବର୍ଷା ପ୍ରିୟଦର୍ଶିନୀଙ୍କ କଥା ଉଠାଇଛନ୍ତି ଅନୁଭବ। ତେବେ ଇନଫ୍ଲୁଏନସର ତପି ମିଶ୍ର ଲେଖିଛନ୍ତି ଯେ, Knowledge is power! Let’s raise awareness about the PADV Act। ତେବେ ଏହି ଭିଡିଓ ଟି କିଛି ଘଣ୍ଟା ପୂର୍ବରୁ ସେୟାର କରାଯାଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link