Film Karma Video: କେତେ କଷ୍ଟ ଥିଲା ଚିରିଂ ଚିରିଂ ଗୀତର ସୁଟିଂ, ଭିଡିଓ ସେୟାର କଲେ ଅନୁଭବ

Rashmita Sahoo Sep 08, 2024, 14:13 PM IST

ଅନୁପମ ପଟ୍ଟନାୟକଙ୍କ ବ୍ୟାନରରେ ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର 'କର୍ମ'ରେ ନିର୍ଦ୍ଦେଶନା ଓ ପ୍ରଯୋଜନା ଉଭୟ ଦାୟିତ୍ୱ ସମ୍ଭାଳିଛନ୍ତି ଅନୁପମ ପଟ୍ଟନାୟକ । କାର୍ଯ୍ୟକାରୀ ପ୍ରଯୋଜକ ଭାବେ ବର୍ଷା ପଟ୍ଟନାୟକ କାର୍ଯ୍ୟ କରୁଥିବା ବେଳେ ଫିଲ୍ମକୁ ଶବ୍ଦରେ ସଜେଇଛନ୍ତି ଲେଖକ ମାନସ ପଢ଼ିଆରୀ । ସଂଗୀତ ନିର୍ଦ୍ଦେଶନା ସହ କଣ୍ଠଶିଳ୍ପୀ ରହିଛନ୍ତି ଆଶିଷ ପ୍ରଧାନ । ତେବେ କିଛିଦିନ ତଳେ ରିଲିଜ ହୋଇଥିବା ଫିଲ୍ମର ଚିରିଂ ଚିରିଂ ଗୀତ ବେଶ୍ ଟ୍ରେଣ୍ଡରେ ରହିଛି। କେମିତି ସୁଟିଂ ହୋଇଥିଲା ଏହି ଟ୍ରେଣ୍ଡିଂ ସଙ୍ଗ । ତାହାର ଏକ ବିଟିଏସ କ୍ଲିପ୍ ସେୟାର କରିଛନ୍ତି ଖୋଦ୍ ଅଭିନେତା ଅନୁଭବ ମହାନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link