OSSC ULB paper leak: ପରୀକ୍ଷା ବେଳେ ଉତ୍ତେଜନା, ଛାତକୁ ଚଢି ଛାତ୍ରଙ୍କ ଧମକ !

Sun, 30 Jul 2023-7:17 pm,

OSSC ULB paper leak allegations at Bhadrak Autonomous college । ପରୀକ୍ଷା ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ପରୀକ୍ଷା ବେଳେ ଉତ୍ତେଜନା। ପରୀକ୍ଷାର୍ଥୀ ପରୀକ୍ଷା ହଲରୁ ବାହାରି ହୋହାଲା କରିବା ସହ ପାଟିମୁଣ୍ଡ କରୁଛନ୍ତି। ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ନେଇ ଅଭିଯୋଗ କଲେ ପରୀକ୍ଷାର୍ଥୀ। ଏହାକୁ ନେଇ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଉତ୍ତେଜନା। ଘଟଣା ସ୍ଥଳରେ ଟାଉନ ପୋଲିସ ପହଞ୍ଚିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link