IND vs PAK: ପାକିସ୍ତାନୀ ଚାଚା ଦେଉଥିଲେ `ଜିତେଗା ଭାଇ ଜିତେଗା` ସ୍ଲୋଗାନ, ଭାରତୀୟ ପ୍ରଶଂସକ କରିଦେଲେ ଖେଳ, ଦେଖନ୍ତୁ ମଜାଦାର ଭିଡିଓ

Jagdish Barik Sat, 14 Oct 2023-4:40 pm,

Pakistani Chacha Viral Video: ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ପାକିସ୍ତାନୀ ଚାଚା 'ଜିତେଗା ଭାଇ ଜିତେଗା' ସ୍ଲୋଗାନ ଦେଉଥିବାର ନଜର ଆସିଛନ୍ତି । ଏହା ପରେ ସେଠାରେ ଉପସ୍ଥିତ ଲୋକମାନେ ତାଙ୍କ ଖେଳକୁ ଖରାପ କରି ଦିଅନ୍ତି । ଆପଣ ଦେଖନ୍ତୁ ଏହି ମଜାଦାର ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link