MLA Reaction Video: ବିଧାୟକ ଖୋଲିଲେ ମୁହଁ; `ବିଜେପି ମହିଳାଙ୍କୁ ଉସକାଇବା ସହ ଘଟଣାକୁ ବଡ଼ କରୁଛି`

ରଶ୍ମିତା ସାହୁ Mon, 04 Sep 2023-7:26 pm,

ଏହି ଘଟଣା କୁ ନେଇ ବିଧାୟକ ସମ୍ବିତ ରାଉତରାୟ ଏକ ଭିଡିଓ ଜାରୀ କରିଛନ୍ତି ଯେ ଘଟଣା ଦିନ ମହିଳା ଙ୍କୁ କୌଣସି ଦୁର୍ବ୍ୟବହାର କରିନାହାନ୍ତି, ବରଂ ମହିଳା ଜଣଙ୍କ କୌଣସି କଥା ଠିକ୍ ସେ ନଶୁଣି ବାରମ୍ବାର ବିବ୍ରତ କଲା ଭଳି କଥା କହୁଥିବା ବେଳେ ମଠ କାହା ବାପାର ସମ୍ପତ୍ତି ନୁହେଁ ଏଠାରେ ସମସ୍ତ ଙ୍କର ଅଧିକାର ଅଛି ବୋଲି କହିବା ସହିତ କୌଣସି ଦୁର୍ବ୍ୟବହାର କରିନାହିଁ ବୋଲି ସେ ଭିଡିଓ ମାଧ୍ୟମରେ କହିଛନ୍ତି।ଏହି ଘଟଣା କୁ ନେଇ ବିଜେପି ରାଜନୀତି କରୁଥିବା ବେଳେ ଉକ୍ତ ମହିଳା ଙ୍କୁ ଶିଖାଇ ଛୋଟ ଘଟଣା କୁ ବଡ କରାଯାଉଛି। ରାଜନୈତିକ ଫାଇଦା ପାଇଁ ବିଜେପି ଏହି ଘଟଣା କୁ ଉସକାଉ ଥିବା ପାରାଦୀପ ବିଧାୟକ କହିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link