Gajapati News: ଆଳି ପରେ ଗଜପତି, ଲଭ୍ ମ୍ୟାରେଜ କରିବା ପରେ ଝିଅର ଅନ୍ତ୍ୟେଷ୍ଟି କଲେ ପରିବାର

ରଶ୍ମିତା ସାହୁ Tue, 12 Sep 2023-6:20 pm,

ବଞ୍ଚିଥିବା ଝିଅକୁ ମୃତ ଘୋଷଣା କରି ଅନ୍ତେଷ୍ଠୀ କ୍ରିୟା କରିଲେ ବାପା ଓ ମାଁ। ଆସନ୍ତା ୨୨ ତାରିଖରେ ଝିଅର ନିର୍ବନ୍ଧ ହୋଇଥାନ୍ତା । ହେଲେ ନିର୍ବନ୍ଧ ପୁର୍ବରୁ ଘରୁ ଲୁଚିକି ଯାଇ ଅନ୍ୟଜାତିର ପୁଅ ସହ ପ୍ରେମ କରିଛନ୍ତି ବାହାହୋଇଛନ୍ତି ଯୁବତୀ। ଗତ ୧୦ ଦିନ ତଳେ ଘରୁ ଚାଲିଯାଇଥିବା ଝିଅକୁ ମରିଗଲା ଭାବି ସକୁମ୍ବ ସହ ବଞ୍ଚିଥିବା ଝିଅ ର ଅନ୍ତେଷ୍ଠୀ କ୍ରିୟା କରିଛନ୍ତି ବାପା ଓ ମାଁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମ ର ସହଦେବ ସାହୁ ଙ୍କ କ୍ଷେତ୍ରରେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link