Raghav Parineeti Wedding Video: ସାମ୍ନାକୁ ଆସିଲା ପରିଣିତି ଚୋପ୍ରା ଓ ରାଘବ ଚଡ୍ଡାଙ୍କ ବିବାହର ପ୍ରଥମ ଭିଡିଓ, ଆପଣ ମଧ୍ୟ କରିବେ ପ୍ରଶଂସା

Jagdish Barik Fri, 29 Sep 2023-6:21 pm,

Parineeti-Raghav Wedding Video: ପରିଣିତି ଚୋପ୍ରା ଓ ରାଘବ ଚଡ୍ଡାଙ୍କ ବିବାହର ପ୍ରଥମ ଭିଡିଓ ସାମ୍ନାକୁ ଆସିଛି । ଅଭିନେତ୍ରୀ ନିଜେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ବିବାହ ଦିନର ଏକ ସୁନ୍ଦର ଭିଡିଓ ପୋଷ୍ଟ କରିଛନ୍ତି । ବିଶେଷ କଥା ହେଉଛି ଏହା ହେଉଛି ଏକ ମ୍ୟୁଜିକାଲ୍ ଭିଡିଓ, ଯେଉଁଥିରେ ପାରିଣିତି ନିଜେ ରାଘବଙ୍କ ପାଇଁ ଏକ ଗୀତଟି ଗାଇଛନ୍ତି । ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link