Video: ରେଳ ଷ୍ଟେସନରେ ବ୍ୟକ୍ତିଙ୍କୁ ଆସିଲା ହାର୍ଟ ଆଟାକ୍, ଦେବଦୂତ ହୋଇ ଏପରି ଜୀବନ ବଞ୍ଚାଇଲେ GRP ଯବାନ

Jagdish Barik Jan 30, 2025, 21:32 PM IST

Prayagraj Railway station Video: ଆଜି ପ୍ରୟାଗରାଜ ରେଳ ଷ୍ଟେସନରେ ଜଣେ ୬୦ ବର୍ଷ ବୟସର ବ୍ୟକ୍ତିଙ୍କର ହୃଦଘାତ ହୋଇଥିଲା। କିନ୍ତୁ ଜଣେ GRP ଯବାନ ତାଙ୍କୁ ୫ ମିନିଟରେ ଏପରି ବଞ୍ଚାଇ ଦେଇଥିଲେ। ଏହି ଭିଡିଓ ଟି ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେଉଛି। ଏବଂ ଲୋକମାନେ GRP ଯବାନର ଏହି କାମକୁ ଖୁବ୍ ପ୍ରଶଂସା କରୁଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link