Sambit Patraଙ୍କ ପାଇଁ ସୋସିଆଲ ମିଡିଆରେ ଏମିତି କହିଲେ ପିଙ୍କି ପ୍ରଧାନ, ଦେଖନ୍ତୁ Video

Fri, 24 May 2024-7:39 pm,

Pinky Pradhan: ଓଡି଼ଶାର ପୁରୀ ଲୋକସଭା ଆସନରୁ ଭାଜପା ପ୍ରାର୍ଥୀ ସମ୍ମିତ ପାତ୍ର ପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭକ୍ତ ବୋଲି କହି କ୍ଷମା ମାଗିଛନ୍ତି। ସେ କହିଥିଲେ ଯେ, ମୁଁ ଅନୁତାପ କରିବାକୁ ଆଗାମୀ ୩ ଦିନ ଉପବାସ କରିବି। ସମ୍ବିତ ପାତ୍ର ରାତି ପ୍ରାୟ ୧ଟା ସମୟରେ ସୋସିଆଲ ମିଡିଆ ଏକ୍ସରେ କ୍ଷମା ମାଗିବାର ଭିଡିଓ ଶେୟାର କରି ଲେଖିଥିଲେ ଯେ, ମହାପ୍ରଭୂ ଶ୍ରୀ ଜଗନ୍ନାଥ ଜୀଙ୍କ ବିଷୟରେ ମୁଁ କରିଥିବା ଭୁଲ ବିଷୟରେ ଆଜି ମୋର ବିବେକ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରୁଛି। ମୁଁ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଜୀଙ୍କ ପାଦତଳେ ମୁଣ୍ଡ ନୁଆଁଇ କ୍ଷମା ପ୍ରାର୍ଥନା କରୁଛି। ମୋର ଭୁଲକୁ ସଂଶୋଧନ କରିବା ପାଇଁ ମୁଁ ଆଗାମୀ ୨ ଦିନ ଉପବାସ କରିବି। ତେବେ ଏହାକୁ ନେଇ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଏକ ଭିଡିଓ ସେୟାର କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link