Viral Video: ଭୁଲ ସେଣ୍ଟରରେ ପହଞ୍ଚିଥିଲେ ପରୀକ୍ଷାର୍ଥୀ, ସାହାଯ୍ୟ କଲା ପୋଲିସ ପିସିଆର ଭ୍ୟାନ

Sat, 15 Jul 2023-1:46 pm,

Police Petrol Team helped the candidate reach their exam centre, Video Viral । ଆଜି ବି ବଞ୍ଚିଛି ମାନବିକତା । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ପରୀକ୍ଷାର୍ଥୀ ଭୁଲରେ ଏକ ପରୀକ୍ଷା ସେଣ୍ଟରରେ ପହଞ୍ଚିଯାଇଥିଲେ। ଜୀବନର ପରୀକ୍ଷା ଦେବାକୁ ଯାଇ ଭୁଲ ବଶତଃ ଭୁଲ ସେଣ୍ଟରରେ ପହଞ୍ଚିଯାଇଥିଲେ । ପରେ ଅସ୍ତବ୍ୟସ୍ତ ହେଉଥିବା ପରୀକ୍ଷାର୍ଥୀଙ୍କୁ ଦେଖି ରାସ୍ତା ଉପରେ ଅଟକିଥିଲା ପିସିଆର ଭ୍ୟାନ। ତୁରନ୍ତ ପରୀକ୍ଷାର୍ଥୀଙ୍କୁ ସଠିକ୍ ସେଣ୍ଟରରେ ପହଞ୍ଚାଇଥିଲେ ପୋଲିସ କର୍ମଚାରୀ। ଏପରି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link