Viral Video: ଏବେ ବସ୍ କାର ଛାଡ଼ନ୍ତୁ...ବର୍ଷା ପାଣିରେ ଭାସିଗଲା ପୂରା ପୋଲିସ ଷ୍ଟେସନ

Rashmita Sahoo Thu, 29 Aug 2024-1:00 pm,

Viral Video: ଗୁଜୁରାଟରେ ପ୍ରବଳ ବର୍ଷାରେ ବର୍ତ୍ତମାନ ସୁଦ୍ଧା ୨୮ ଜଣଙ୍କର ମୃତ୍ୟୁ ଘଟିଛି। ତିନି ଦିନ ଲଗାଣ ବର୍ଷା ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ଅଧିକାରୀମାନେ କହିଛନ୍ତି ଯେ ବୁଧବାର କ୍ରମାଗତ ଚତୁର୍ଥ ଦିନ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଏଥିସହିତ ବନ୍ୟା ପ୍ରଭାବିତ ଅଞ୍ଚଳରୁ ୧୭ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ତେବେ ଏହାରି ମଧ୍ୟରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓଟି ଗୁଜୁରାଟ ଜାମ ନଗରର। ଏଠି କାର୍ କି ବସ୍ ନୁହେଁ ବରଂ ପ୍ରବଳ ବର୍ଷା ପାଣିରେ ଏକ ପୋଲିସ ଷ୍ଟେସନ ଭାସିଯାଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link