Prakruti Mishra Dance: ବ୍ରହ୍ମପୁର ଦାଣ୍ଡିଆ ନାଇଟ୍ସରେ ଜଲୱା ଦେଖାଇଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

ରଶ୍ମିତା ସାହୁ Oct 22, 2023, 17:41 PM IST

ବହୁଦିନର ବ୍ୟବଧାନ ପରେ ପୁଣିଥରେ ଲାଇମ ଲାଇଟକୁ ଆସିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ଏବେ ମହାମାୟୀଙ୍କ ନବରାତ୍ରୀ ପୂଜା ଚାଲିଥିବା ବେଳେ ମଙ୍ଗଳବାର ଦିନ ଦଶମୀ ଅର୍ଥାତ୍ ଦଶହରା ପୂଜା । ଏନେଇ ସାରା ଦେଶରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ। ତେବେ ଅଭିନେତ୍ରୀ ତଥା ମଡେଲ ପ୍ରକୃତି ମିଶ୍ର ବ୍ରହ୍ମପୁରରେ ଏକ ଦାଣ୍ଡିଆ ନାଇଟ୍ସ ଷ୍ଟେଜରେ ଯୋଗ ଦେଇଛନ୍ତି। ଏହି ନାଇଟ୍ସରେ ଖଚାଖଚ ଭିଡ ଦେଖିବାକୁ ମିଳିଛି ଯାହାର ଭିଡିଓ ସେୟାର କରିଛନ୍ତି ନିଜେ ପ୍ରକୃତି ମିଶ୍ର।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link