Prakruti Mishra Video: ଏହି ଯୁବକଙ୍କ ସହ ଜିମ-ରୁ ଭାଇରାଲ୍ ହେଲା ପ୍ରକୃତି ମିଶ୍ରଙ୍କ ଭିଡିଓ, ଦେଖନ୍ତୁ...

Narmada Behera Jan 29, 2025, 09:16 AM IST

Prakruti Mishra Viral Video: ଓଡି଼ଆ ଅଭିନେତ୍ରୀ ପ୍ରକୃତି ମିଶ୍ର। ଏକାଧିକ ଓଡିଆ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଛି। କେବଳ ଓଡିଆ ନୁହେଁ ବଲିଉଡରେ ମଧ୍ୟ ସେ ନିଜର ଜଲଓ୍ବା ଦେଖାଇଛନ୍ତି। ଅଭିନେତା ବାବୁଶାନ୍ ଙ୍କ ସହ ବିବାଦ ହେବା ପରେ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଥିଲେ। ତେବେ, ଏହାରି ଭିତରେ ତାଙ୍କର ଆଉ ଏକ ଭିଡିଓ ଜିମ୍ ରୁ ଜଣେ ଯୁବକଙ୍କ ସହ ଭାଇରାଲ୍ ହେବାରେ ଲାଗିଛି ଦେଖନ୍ତୁ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link