ପହଣ୍ତି ବେଳେ ଖସି ପଡି଼ଲେ ବଡ଼ ଠାକୁର

Narmada Behera Wed, 10 Jul 2024-8:46 am,

Puri Rath Yatra 2024: ଆଡ଼ପମଣ୍ଡପରେ ପହଣ୍ଡି ବିଜେବେଳେ ବଳଭଦ୍ର ସେବାୟତଙ୍କ ହାତରୁ ଖସିଯିବାରୁ ହାମୁଡେ଼ଇ ଚାରମାଳ ଉପରେ ପଡ଼ିଯାଇଥିଲେ। ଏହାକୁ ନେଇ ଭକ୍ତ ମହଲରେ ଦୁଃଖ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁଃଖ ପ୍ରକାଶ କରିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପୁରୀ ଯାଇ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି। ଏହି ଘଟଣାରେ ୧୧ ଜଣ ସେବାୟତ ଗୁରୁତର ଆହତ ହୋଇଛନ୍ତି।  ଆହତ ସେବାୟତଙ୍କୁ ଚିକିତ୍ସା ଲାଗି ବ୍ୟବସ୍ଥା କରାଯାଇଛି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link