Viral Video: ସୁଇମିଙ୍ଗ-ପୁଲ୍ ନୁହେଁ, ବାର୍ ଭିତରୁ ଭାଇରାଲ୍ ହେଲା ପୁରୀ ବୋହୂଙ୍କ ଏହି ଭିଡିଓ, ଦେଖନ୍ତୁ
Narmada Behera Wed, 23 Oct 2024-9:42 am,
Viral Video: ଗତକିଛି ଦିନତଳେ ଯାତ୍ରା ମଞ୍ଚରେ ସାହୁ ଭାଉଜଙ୍କ ଅଶ୍ଲୀଳ ନୃତ୍ୟୁ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା। ପରେ ସେ ରାଜ୍ୟବାସୀଙ୍କୁ କ୍ଷମା ମାଗିଥିଲେ। ଏବଂ ଯାତ୍ରାରେ ସେଭଳି ନୃତ୍ୟୁ ମଧ୍ୟ ସେ ପରିବେଶଣ କରୁଛନ୍ତି। ତେବେ, ଏହାରି ଭିତରେ ଜଣେ ପୁରୀ ବୋହୂଙ୍କ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ତାହା ପୁଣି ବାର୍ ଭିତରୁ...ଦେଖନ୍ତୁ...