ବାର୍ କି ସୁଇମିଙ୍ଗ-ପୁଲ୍ ନୁହେଁ ପାର୍କରୁ ଭାଇରାଲ୍ ହେଲା ପୁରୀ ବୋହୂଙ୍କ ଏହି ଭିଡିଓ,ଦେଖନ୍ତୁ

Narmada Behera Thu, 24 Oct 2024-10:02 am,

Viral Video: ସୋସିଆଲ୍ ମିଡିଆରେ ନିଆଁ ଲଗାଇଛି ପୁରୀ ବୋହୂଙ୍କ ଭିଡିଓ । କେତେବେଳେ ଜବରଦସ୍ତ ସୁଇମିଙ୍ଗ୍ ପୁଲରେ ତ ଆଉ କେତେ ବେଳେ ରାସ୍ତା ମଝିର କରୁଛନ୍ତି ବୋବୋଲିଆ ଡାନ୍ସ। ଡାନ୍ସ ସହିତ ଜବରଦସ୍ତ ଆକ୍ସନ ଦର୍ଶକଙ୍କ ମନ କିଣୁଛି। ତେବେ, ଏହାରି ଭିତରେ ପୁରୀ ବୋହୂଙ୍କ ଆଉ  ଏକ ଭିଡିଓ ସୋସିଆଲ୍ ମିଡିଆରେ ନିଆଁ ଲଗାଇଛି। ଦେଖନ୍ତୁ ପାର୍କରେ କଣ କରୁଛନ୍ତି...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link